ପାଣି ପାଇଁ ଲୋକେ ହନ୍ତସନ୍ତ

ଅଷ୍ଟିନ ନ୍ୟୁଜ ତା-୧୧-୦୯-୨୦୨୩ ବଡ଼ଚଣା ବ୍ଲକ ମଝିପଡା ପଞ୍ଚାୟତ ବନମାଳିପୁର ଗ୍ରାମରେ ଥିବା ୪ଟି ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡିଛି | ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ୯ଟି ୱାର୍ଡକୁ ନେଇ ଗଠିତ ବନମାଳିପୁର ଗ୍ରାମର ଜନସଂଖ୍ୟା ପ୍ରାୟ ୫ହଜାର ହେବ | ଏହି ଗ୍ରାମର ଲୋକମାନଙ୍କୁ ସ୍ଵସ୍ଥ ପାନୀୟ ଜଳ ଯୋଗାଇ ଦେବା ପାଇଁ ୭ଟି ସୌର ଚାଳିତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା | … Continue reading ପାଣି ପାଇଁ ଲୋକେ ହନ୍ତସନ୍ତ